ପାଗ ଖରାପ ହେବାରୁ ବନ୍ଦ ହେଲା ଅମରନାଥ ଯାତ୍ରା

କାଶ୍ମୀର : ଖରାପ ପାଗ ଯୋଗୁଁ ଜମ୍ମୁରୁ ଅମରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ପାଗ ଖରାପ ହେବାରୁ ଦକ୍ଷିଣ କାଶ୍ମୀରରେ ଥିବା ଅମରନାଥକୁ ଯିବା ପାଇଁ ନୂଆ ବ୍ୟାଚଙ୍କୁ ଅନୁମତି ଦିଆଯାଇ ନାହିଁ। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତିି। ଜମ୍ମୁ-କାଶ୍ମୀରର ଅମରନାଥରେ ଶୁକ୍ରବାର ସନ୍ଧ୍ୟାରେ ବାଦଲଫଟା ବର୍ଷା ହେତୁ ପ୍ରାୟ ୪୦ଜଣ ନିଖୋଜ ଥିବାବେଳେ ୧୬ ଜଣଙ୍କର ମୃତ୍ୟୁ ଘଟିଛି। ଜାତୀୟ ଗଣମାଧ୍ୟମ ଅନୁଯାୟୀ, ପାଗ ଅନୁକୂଳ ନ … Continue reading ପାଗ ଖରାପ ହେବାରୁ ବନ୍ଦ ହେଲା ଅମରନାଥ ଯାତ୍ରା